ଓଡିଶାଫାଇଲ(ଡଟ)ଇନ୍ ୱେବପୋର୍ଟାଲ ଏବଂ ବସୁଧା କମ୍ପ୍ୟୁଟର
(ବ୍ରହ୍ମପୁର) ରାଜ୍ୟସ୍ତରୀୟ ‘ଓଡ଼ିଆ ଭାଷା ସାହିତ୍ୟ ଜାଗରଣ’ ପ୍ରତିଯୋଗୀତା ୨୦୧୮ କେବଳ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର
ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜନ କରିଛି । ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଛାତ୍ରଛାତ୍ରୀମାନେ
ପଞ୍ଜୀକରଣ କରି ଓଡ଼ିଆରେ ନିଜର କବିତା, ଗଳ୍ପ ଓ ପ୍ରବନ୍ଧ ପଠାଇପାରିବେ ।
ପ୍ରତିଯୋଗୀତା ବିଭାଗ ଓ ପୁରସ୍କାର ବିବରଣୀ: ତିନୋଟି ବର୍ଗର ବିଜେତାଙ୍କୁ କବିତା, ଗଳ୍ପ, ଏବଂ ପ୍ରବନ୍ଧ ପ୍ରତିଟି ବିଭାଗରେ ତିନୋଟି ଲେଖାଏଁ ପୁରସ୍କାର ରାଶି ଏବଂ ଡିଜିଟାଲ ମାନପତ୍ର ଦିଆଯିବ ।
ପ୍ରଥମ ପୁରସ୍କାର – ଟଙ୍କା ୧୫୦୦/
|
ଦ୍ଵିତୀୟ ପୁରସ୍କାର – ଟଙ୍କା ୧୦୦୦/
|
ତୃତୀୟ ପୁରସ୍କାର – ଟଙ୍କା ୫୦୦/
|
ପ୍ରଥମ ବର୍ଗ – ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ
ପର୍ଯ୍ୟନ୍ତ
|
ଦ୍ଵିତୀୟ ବର୍ଗ – ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ
ପର୍ଯ୍ୟନ୍ତ
|
ତୃତୀୟ ବର୍ଗ – ଏକାଦଶରୁ ତ୍ରୟୋଦଶ ଶ୍ରେଣୀ
ପର୍ଯ୍ୟନ୍ତ
|
ପଞ୍ଜୀକରଣ ପାଇଁ ଆବଶ୍ୟକ ତଥ୍ୟ:-
୧)
ନିଜ ଶିକ୍ଷାନୁଷ୍ଠାନର ଫୋଟୋପରିଚୟ ପତ୍ର
୨)
ନିଜର ପାସଫୋଟୋ
୩)
ମୋବାଇଲ ନମ୍ବର
୪)
ଇମେଲ ଠିକଣା
୫) ଆବାସିକ
ଠିକଣା
ପଞ୍ଜୀକରଣର ନିୟମାବଳି:-
୧) ପଞ୍ଜୀକରଣ
ପାଇଁ ଛାତ୍ର/ଛାତ୍ରୀଙ୍କ ନିଜସ୍ଵ/ପରିବାର ବର୍ଗଙ୍କ ଇମେଲ ଠିକଣା ଏବଂ ମୋବାଇଲ ନମ୍ବର ନିହାତି
ଆବଶ୍ୟକ ।
୨) ଏକ
ଇମେଲରେ ଥରେ ମାତ୍ର ପଞ୍ଜୀକରଣ କରିପାରିବେ ।
୩)
କବିତାର ଦୈର୍ଘ୍ୟ ଅତିବେଶିରେ ୧୫ ଧାଡ଼ି ହେବା ଆବଶ୍ୟକ ।
୪)
ଗଳ୍ପ ୩୫୦ ଶବ୍ଦ ମଧ୍ୟରେ ଏବଂ ପ୍ରବନ୍ଧ ୫୦୦ରୁ ୭୫୦ ଶବ୍ଦ ମଧ୍ୟରେ ହେବା ଆବଶ୍ୟକ।
୫) ଜଣେ
ଚାହିଁଲେ ତିନୋଟି ବିଭାଗରେ କେବଳ ଗୋଟିଏ ଲେଖାଏଁ ଲେଖା ପଠାଇପାରିବେ । ଗୋଟିଏ ବିଭାଗରେ ଏକାଧିକ
ଲେଖା କିମ୍ବା ଗୋଟିଏ ଇମେଲରୁ ଆସିଥିବା ଏକାଧିକ ଲେଖାକୁ ଗ୍ରହଣ କରାଯିବ ନାହିଁ।
୬ ) ଲେଖା
ପଠାଇବାର ଶେଷ ତାରିଖ :- ୩୦ ଅକ୍ଟୋବର ୨୦୧୮ (extended to DECEMBER 31, 2018)
୭)
ପଞ୍ଜୀକରଣ ପାଇଁ କୌଣସି ଦେୟ ଦେବାକୁ ପଡ଼େନାହିଁ। ଏହା ସଂପୂର୍ଣ୍ଣ ନିଶୁଳ୍କ ଅଟେ ।
୮) ବିଜେତା ଘୋଷଣା ତାରିଖ:- ୧୪ ନଭେମ୍ବର ୨୦୧୮ (extended to JANUARY 26, 2019)
୮) ବିଜେତା ଘୋଷଣା ତାରିଖ:- ୧୪ ନଭେମ୍ବର ୨୦୧୮ (extended to JANUARY 26, 2019)
ପଞ୍ଜୀକରଣ ପାଇଁ ଏଠାରେ କ୍ଲିକ୍ କରନ୍ତୁ M
ଅଧିକ ଜାଣିବା ପାଇଁ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ: ୭୮୦୯୮୭୨୪୮୩ କିମ୍ବା Whatsapp ମାଧ୍ୟମରେ ହେଲେ ଏହି
ଲିଙ୍କରୁ ଯୋଡନ୍ତୁ: https://chat.whatsapp.com/8KKTJtqlSvHIdgyPI7rFyv
* ଆୟୋଜକଙ୍କ
ହାତରେ ପ୍ରତିଯୋଗୀତା ସମ୍ବନ୍ଧିତ କୌଣସି କାର୍ଯ୍ୟକ୍ରମ କିମ୍ବା ନିୟମକୁ ପରିବର୍ତ୍ତନ କରିବାର ସଂପୂର୍ଣ୍ଣ
ଅଧିକାର ଅଛି। ବିଜେତାଙ୍କ ଘୋଷଣା ଏବଂ ପୁରସ୍କାର ରାଶି ବଣ୍ଟନର ଅଧିକାର ଏବଂ ନିଷ୍ପତ୍ତି କେବଳ ଆୟୋଜକଙ୍କର
ହିଁ ଅଛି।