ଭ୍ରଷ୍ଟାଚାର ଏବଂ ଦୁର୍ନୀତିରେ ଲିପ୍ତଥିବା ହାଲ୍(HAL)ର ଆଠଜଣ ଅଫିସରଙ୍କୁ ସିବିଆଇ ମୁଖ୍ୟ ଏବଂ ନିର୍ଦେଶକ ଆଜି ଗିରଫ କରିଛନ୍ତି
।
କିନ୍ତୁ କଂଗ୍ରେସ ଯାହା ରାଫେଲ କ୍ରୟକୁ ନେଇ ବିନା କୌଣସି ଭ୍ରଷ୍ଟାଚାର ଜନିତ ଘଟଣାରେ ମୋଦୀ ସରକାରଙ୍କୁ ଦୋଷୀ ଦେଉଥିଲା ଏବଂ ରାହୁଲ ଗାନ୍ଧୀ ଏକ ରାଜନୈତିକ ଦଳରେ ଥାଇ କିପରି ହାଲ(HAL)ର କର୍ମଚାରୀଙ୍କ ସହ ଭେଟିବାକୁ ଯାଇ ମୋଦୀଙ୍କ ବିରୁଦ୍ଧରେ ଉସୁକାଇଥିଲେ; କିନ୍ତୁ ହାଲ୍ ୟୁନିୟନ ସଂଘ ତାଙ୍କ ସହ ମିଶିବାକୁ ସିଧା ମନାକରିଥିଲା, ଆଉ ରାଫେଲକୁ ନେଇ ନୂଆ କାହାଣୀ ବର୍ଣ୍ଣନା କରିଥିଲା ।
ବର୍ତ୍ତମାନ କିନ୍ତୁ, ହାଲ ନିଜର କର୍ମଚାରୀଙ୍କ ଏପରି ଦୁର୍ନୀତି ଯୋଗୁଁ ଲଜ୍ଜ୍ୟା ଅନୁଭବ କରିଛି ।
ଏବେ ପ୍ରଶ୍ନ ଉଠୁଛି, ରାହୁଲ ଗାନ୍ଧୀ କଣ ଏବେ ଏମାନଙ୍କ ସମର୍ଥନରେ ଆସିବେ? କାହିଁକି ନା’ ସେ ସଂପୂର୍ଣ୍ଣ ଭ୍ରଷ୍ଟାଚାରରେ ଡୁବିରହିଛନ୍ତି ।
ସିବିଆଇ ଦ୍ଵାରା ସ୍ପଷ୍ଟହୋଇଛି ଯେ ଏମାନେ କିଛି କଣ୍ଟ୍ରାକ୍ଟରମାନଙ୍କୁ ଫର୍ଜି ବିଲ୍ ବନେଇବା
ପାଇଁ ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ୫କୋଟି (Rs. ୫,୦୧,୭୪,୯୦୬/-) ଦେଇଥିଲେ ଏବଂ କମ୍ପାନୀର ଟଙ୍କା ମଧ୍ୟ ହେରଫେର
କରିଥିଲେ ।
CBI registers case against 7 officials of Hindustan Aeronautics Limited (HAL) over corruption charges. It is alleged that around Rs. 5 crore have been paid to the contractors from Jan to Aug 2018 based on forgery and misappropriation of company funds. pic.twitter.com/fyPPhLe5Lw— ANI (@ANI) October 24, 2018
ଏମାନଙ୍କ ନାମ ମଧ୍ୟ ସିବିଆଇ
ଘୋଷଣା କରିଛି –
- ଶ୍ରୀ ଭବେନ ମୈତ୍ର, ଇଞ୍ଜିନ ବିଭାଗ, ସୁନାବେଡ଼ା (କୋରାପୁଟ)
- ଶ୍ରୀ ଅବିନାଶ କୁମାର ସର୍କାର
- ଶ୍ରୀମତୀ ଶୁଭଶ୍ରୀ ଦାସ
- ଶ୍ରୀ ଜୟରାମ ଗରଡା
- ଶ୍ରୀ ବିପ୍ର ଚରଣ ମହାରଣା
- ଶ୍ରୀ ଜିସୂଦନ ଖୋସ୍ଲା
- ଶ୍ରୀ ଉର୍ଦ୍ଧବ ଖୋସ୍ଲା
- ଶ୍ରୀ ସଦାନନ୍ଦ ନାୟକ

0 Comments