ଉଚ୍ଚ ଶିକ୍ଷା ବିଭାଗରେ କନିଷ୍ଠ ସହକାରୀ (ଜୁନିୟର ଆସିଷ୍ଟାଣ୍ଟ ୩୦ଟି) ପଦବୀ ପାଇଁ ଆବେଦନ ପ୍ରଣାଳୀ | ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦବୀ ଖାଲି ।


State selection board, ଉଚ୍ଚ ଶିକ୍ଷା ବିଭାଗ, (ଭୁବନେଶ୍ଵର) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ୩୦ଟି କନିଷ୍ଠ ସହକାରୀ ପଦବୀ ଘୋଷଣା କରିଛନ୍ତି ଅନଲାଇନ ଆପ୍ଲିକେଶନ ବର୍ତ୍ତମାନ ଚାଲୁରହିଛି ଶେଷ ତାରିଖ ୨୫-୧୦-୨୦୧୮ ରାତି ୧୧:୫୯ ପର୍ଯ୍ୟନ୍ତ । ୦୧-୦୯-୨୦୧୮ ସୁଦ୍ଧା ବୟସ ୨୧ରୁ ୩୨ ମଧ୍ୟରେ ହୋଇଥିବା ଆବଶ୍ୟକ ଅଧିକ ଜାଣିବା ପାଇଁ ପଢନ୍ତୁ

ଯୋଗ୍ୟତା ବିବରଣୀ:


  • ପ୍ରାର୍ଥୀ ଯେ କୌଣସି ବିଷୟରେ କମ୍ପ୍ୟୁଟର ବିଷୟ ଥାଇ ନିଜର ସ୍ନାତକ (Graduate) ପାସ କରିଥିବା ଆବଶ୍ୟକ
  • ଏହା ଅସ୍ଥାୟୀ (contractual) ଚାକିରି ଅଟେ ।
  • ଦରମା ୧୯,୯୦୦ ଅଟେ ।
  • ମୋଟ ୩୦ଟି ପଦବୀରୁ ସାଧାରଣ ୧୨ଟି (ସେଥିରୁ ମହିଳାଙ୍କ ପାଇଁ ୪ଟି), ଏସଟି ୮ଟି (ସେଥିରୁ ମହିଳାଙ୍କ ପାଇଁ ୩ଟି), ଏସସି ୬ଟି (ସେଥିରୁ ମହିଳାଙ୍କ ପାଇଁ ୩ଟି), ଏବଂ ଓବିସି/ଏସଇବିସି ୪ଟି (ସେଥିରୁ ମହିଳାଙ୍କ ପାଇଁ ୧ଟି) ପଦବୀ ସହ ୧ଟି ଦୃଷ୍ଟିଗତ ବିକଳାଙ୍ଗଙ୍କ ପାଇଁ ରିଜର୍ଭ ରହିଛି

ଅଧିକ ଜାଣିବା ଅବଲୋକନ କରନ୍ତୁ: http://www.ssbodisha.nic.in/
ଅନଲାଇନ ଦରଖାସ୍ତ ଆବେଦନ ପାଇଁ ଯାଆନ୍ତୁ: http://www.ssbodisha.nic.in/instruction.php

Post a Comment

0 Comments