ମାଲକାନଗିରି ଜିଲ୍ଲା କୋର୍ଟରେ ଷ୍ଟେନୋଗ୍ରାଫର ଏବଂ ଜୁନିୟର କ୍ଲର୍କ ପଦବୀ ପାଇଁ ଆବେଦନ ପ୍ରଣାଳୀ


ମାଲକାନଗିରି ଜିଲ୍ଲା କୋର୍ଟରେ ଷ୍ଟେନୋଗ୍ରାଫର ଏବଂ ଜୁନିୟର କ୍ଲର୍କ ପଦବୀ ପାଇଁ ପ୍ରାର୍ଥୀ ଆହ୍ଵାନ କରାଯାଇଅଛି ଷ୍ଟେନୋଗ୍ରାଫରରେ ୧ଟି (ଏସଟି) ପଦବୀ ଏବଂ ଜୁନିୟର କ୍ଲର୍କରେ ୧ଟି (ସାଧାରଣ), ୨ଟି (ଏସଟି-ମହିଳା), ୩ଟି (ଏସଟି-ପୁରୁଷ), ଏବଂ ୨ଟି (ଏସଇବିସି-ମହିଳା) ପଦବୀ ଖାଲି ଅଛି । ଦରଖାସ୍ତଗ୍ରହଣର ଶେଷ ତାରିଖ ୩୦-୧୦-୨୦୧୮ ଅଟେ । ଅଧିକ ଜାଣିବା ପାଇଁ ନିମ୍ନୋକ୍ତ ବିଜ୍ଞାପନଟି ପଢନ୍ତୁ

ଯୋଗ୍ୟତା ବିବରଣୀ –

୧) ପ୍ରାର୍ଥୀ ନିଶ୍ଚିତରୂପେ ୧୦+୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ
୨) ପ୍ରାର୍ଥୀ ନିଶ୍ଚିତରୂପେ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବେ
୩) ବୟସ ୧୮ରୁ ୩୨ ମଧ୍ୟେ ହୋଇଥିବା ଜରୁରୀ
୪) shorthand ସ୍ପୀଡ ୮୦ ଶବ୍ଦ ଏବଂ typing ସ୍ପୀଡ ୪୦ ଶବ୍ଦ ପ୍ରତି ମିନିଟ ହେବା ଆବଶ୍ୟକ

ଅଧିକ ବିବରଣୀ ପାଇଁ ଏଠାରୁ ଡାଉନଲୋଡ କରନ୍ତୁ: 

Post a Comment

0 Comments