ଓଡ଼ିଶାଫାଇଲ୍ସ ପାଇଁ ଜିଲ୍ଲା ପ୍ରତିନିଧି ଆବଶ୍ୟକ ।


ଓଡ଼ିଶାଫାଇଲ୍ସର ଦୈନିକ ଖବର (ଅନଲାଇନ ପୋର୍ଟାଲ www.odishafiles.in) ଏବଂ ମାସିକ ଦ୍ଵିଭାଷୀ ପତ୍ରିକାପାଇଁ ଜିଲ୍ଲାସ୍ତରୀୟ ସାମ୍ବାଦିକ ବା ପ୍ରତିନିଧି ଆବଶ୍ୟକ କରୁଅଛି ଇଚ୍ଛୁକ ପ୍ରାର୍ଥୀ ନିଜର ସଂପୂର୍ଣ୍ଣ ବାୟୋଡେଟା basudhacomputer@gmail.comକୁ ଇମେଲ କରନ୍ତୁ

ଓଡ଼ିଶାଫାଇଲ୍ସ ୨୦୧୨ମସିହାରୁ ଓଡ଼ିଶାର ବିଭିନ୍ନ ସାମାଜିକ, ଶିକ୍ଷାଗତ, ଚାକିରି, ରାଜନୀତି, ସିନେମା, ଖେଳ, ଦର୍ଶନୀୟସ୍ଥାନ, ଆଦି ସନ୍ଦର୍ଭରେ ଓଡ଼ିଆ ଏବଂ ଇଂରାଜୀରେ ଲେଖା ୱେବସାଇଟରେ ପ୍ରକାଶିତ କରି ଆସୁଅଛି । ଏହାର ପାଠକ ସଂଖ୍ୟା ପାଞ୍ଚଲକ୍ଷରୁ ଊର୍ଦ୍ଧ୍ଵ ଅଛନ୍ତି । ଅଧିକ ବିବରଣୀ ପାଇଁ ୭୮୦୯୮୭୨୪୮୩ରେ ଯୋଗାଯୋଗ କରନ୍ତୁ ।

Post a Comment

0 Comments