
କଂଗ୍ରେସ କିନ୍ତୁ
ଏହି କଥାକୁ ଖାରଚ କରି ମୁହଁ ଫେରାଇ କହିଛି, ସିଦ୍ଧୁର ପାକିସ୍ତାନ
ଭ୍ରମଣର କଂଗ୍ରେସର କୌଣସି ଭୂମିକା ନାହିଁ। ହେଲେ ଏହି ଭିଡ଼ିଓରେ ସଂପୂର୍ଣ୍ଣ
ସତ୍ୟ ପ୍ରକାଶିତ ଯେ ସିଦ୍ଧୁଙ୍କୁ ଏକ ସ୍ଵତନ୍ତ୍ର ବିମାନରେ ମଧ୍ୟପ୍ରଦେଶରୁ (ଏକ ଇଲେକଶନ କାର୍ଯ୍ୟରେ
ଥିବାରୁ) ଅମୃତସର, ଏବଂ ପରେ ସେଇଠୁ ପାକିସ୍ତାନ ଯିବାର ବ୍ୟବସ୍ତା ରାହୁଲ
ଗାନ୍ଧୀ କରିଥିଲେ ।
Congress claim that Navjot Sidhu's visit to Pakistan was 'personal' falls flat! @sherryontopp admits on camera that @ahmedpatel & @RahulGandhi sent a special plane for his Pakistan visit. pic.twitter.com/JfxWq1pKid— Chayan Chatterjee 🇮🇳 (@Satyanewshi) November 30, 2018
ଯିବା ପୂର୍ବରୁ ଏକ ଇଣ୍ଟରଭିଉରେ ସେ କହିଥିଲେ ପାକିସ୍ତାନ ତରଫରୁ କୌଣସି ନିମନ୍ତ୍ରଣ ନଥିଲା କି କରତାରପୁର କରିଡୋର ପ୍ରୋଗ୍ରାମରେ ଅତିଥି ନଥିଲେ । ସେ ନିଜସ୍ଵ ଇଚ୍ଛାରେ ପାକିସ୍ତାନ ଯାଇଥିଲେ ।
ଏଭଳି କାର୍ଯ୍ୟକୁ ଦେଶବାସୀ ନିନ୍ଦା କରିଥିବା ସହ ବିଜେପି ସଭ୍ୟ ସୁବ୍ରମନ୍ୟମ ସ୍ଵାମୀ ଏହାକୁ ଏକ ରାଷ୍ଟ୍ରୀୟ ସୁରକ୍ଷା ନିୟମ ବିରୋଧ ହେତୁ ସିଦ୍ଧୁଙ୍କୁ ତୁରନ୍ତ ଆରେଷ୍ଟ କରିବାକୁ ଏନଆଇଏ(NIA)କୁ କହିଛନ୍ତି ।
ଏ ସବୁର କରନାମା ରାହୁଲ ଗାନ୍ଧୀ ଏବଂ ଅହମଦ ପଟେଲଙ୍କ ଦ୍ଵାରା ରଚିତ । ଦୁହେଁ ମିଶି ଖାଲିସ୍ତାନ ଆତଙ୍କବାଦୀ, ଆଇଏସଆଇ ଏବଂ ପାକିସ୍ତାନ ସହ ମିଶି ୨୦୧୯ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ହଟେଇବାକୁ ଚେଷ୍ଟା କରୁଥିବା ଷଡଯନ୍ତ୍ର ରଚୁଛନ୍ତି ।
0 Comments