ଅଗସ୍ତା ୱେଷ୍ଟଲାଣ୍ଡ ସ୍କାମର ଖ୍ରୀଷ୍ଟିୟାନ ମିଶେଲକୁ ଦୁବାଇ ଦ୍ଵାରା ଭାରତ ପ୍ରତ୍ୟାବର୍ତ୍ତନ।


୨୦୧୭ରେ ଦୁବାଇରେ ଆରେଷ୍ଟ ହୋଇଥିବା ଅଗସ୍ତା ୱେଷ୍ଟଲାଣ୍ଡ ସ୍କାମର ଖ୍ରୀଷ୍ଟିୟାନ ମିଶେଲକୁ ଦୁବାଇ ସରକାର ଭାରତ ସରକାରଙ୍କୁ ସମର୍ପିବେ ବୋଲି କହିଛନ୍ତି । ଏହା ଭରତ ପାଇଁ ଏକ ବଡ ଖୁସିର ବିଷୟ ।

୨୦୧୩ରେ ହୋଇଥିବା ଏହି ସ୍କାମରେ ୧୨ଟି ଅଗସ୍ତା ୱେଷ୍ଟଲାଣ୍ଡ AW101 ହେଲିକପ୍ଟର କିଣିବାରେ ୫୦୦ମିଲିୟନ ଡଲାରର ଘୋଟଳା ହୋଇଥିଲା । ଏହି ହେଲିକପ୍ଟର ବିଶେଷତଃ ଭିଭିଆଇପି ଏବଂ ଭାରତର ରାଷ୍ଟ୍ରପତିଙ୍କ ବିନିଯୋଗରେ କିଣା ହେବାର ଥିଲା। କିନ୍ତୁ ସେ ସମୟର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ସୋନିୟା ଗାନ୍ଧୀ, ଅହମଦ ପଟେଲ, ପ୍ରଣବ ମୁଖାର୍ଜୀ, ଏମ. ବୀରାପ୍ପା ମୋଇଲି, ଓସ୍କାର ଫେର୍ନାଣ୍ଡେଶ, ଏମ.କେ. ନାରାୟଣ ଏବଂ ବିନୟ ସିଂହ ଆଦି ସମ୍ପୃକ୍ତ ଥିଲେ

ଏହି ସ୍କାମର ମୁଖ୍ୟ ଅଭିଯୁକ୍ତ ଖ୍ରୀଷ୍ଟିୟାନ ମିଶେଲକୁ ୨୦୧୭ରେ ଦୁବାଇରେ ଆରେଷ୍ଟ କରାଯିବା ପରେ ଇଉଏଆଇ (UAI) ସରକାର ତା ବିରୁଦ୍ଧରେ କୌଣସି ତଥ୍ୟ ପାଇନଥିଲେପରେ ଭାରତ ସରକାର ପଠାଇଥିବା ତଥ୍ୟାନୁସାରେ ତାକୁ ଅଟକାଇ ରଖାଯାଇଥିଲା ବିଗତ ମାସରେ ସେଠାରେ ଚାଲିଥିବା କୋର୍ଟରେ ସରକାର ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ଦେଶ ପାଇଁ ନିହାତି ଏକ ଭଲ ଖବର ହୋଇପାରେ କିନ୍ତୁ କଂଗ୍ରେସ ପାଇଁ ବିଲକୁଲ ନୁହଁ।

Post a Comment

0 Comments