ଭାରତୀୟମାନେ ରାହୁଲ-ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ କିଛିବି କହିପାରିବେନି। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ବି କରିପାରିବେ ।

ଭାରତରେ ନେହରୂ-ଗାନ୍ଧୀ ପରିବାରଙ୍କ ବିରୁଦ୍ଧରେ ଆପଣ ସ୍ଵର ଉତ୍ତୋଳନ କଲେ ତୁରନ୍ତ ଜୈଲଦଣ୍ଡ ଭୋଗିବାକୁ ହେବ । ନେହରୂ-ଗାନ୍ଧୀ ପରିବାର ଲୋକେ ଦେଶର ପାଞ୍ଚହଜାର କୋଟି ଟଙ୍କା ଲୁଟି ମଧ୍ୟ ମାତ୍ର ଆଠଘଣ୍ଟାରେ ବେଲ୍ ପାଇ ମୁକୁଳିପାରିବେ; କିନ୍ତୁ ସାଧାରଣ ଲୋକ ପାଞ୍ଚଶତ ଟଙ୍କା ଲାଞ୍ଚନେଲେ ବି ୧୮ବର୍ଷ ଜୈଲ ଭୋଗିବାକୁ ହେବ
ଗାନ୍ଧୀ ପରିବାରଙ୍କୁ କୌଣସିଠାରେ ବି ଲାଇନରେ ଠିଆ ହେବାକୁ ପଡୁନାହିଁ; ସବୁଥି ଭିଆଇପି ସୁବିଧା ଏବଂ ଫ୍ରୀ ପାସ୍; ଯାହା କୌଣସି ସରକାରୀ ଅଫିସରଙ୍କୁ ବି ମିଳୁନାହିଁ ।

ଗାନ୍ଧୀ ପରିବାର ଲୋକେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଗାଳିଗୁଲଜ କରିପାରିବେ, ଅପମାନ କରିପାରିବେ; ବିନା କୌଣସି ଆପତ୍ତିରେ । ଏଭଳି ବଳ, ଅବଦାନ ଆମ ଦେଶରେ ମିଡ଼ିଆଗୋଷ୍ଠୀ ତାଙ୍କୁ ଦେଇଛନ୍ତି

ଜଣେ ମିଡ଼ିଆ କେବେ ବି ଗାନ୍ଧୀ ପରିବାରକୁ ପ୍ରଶ୍ନ କରିପାରିବେନି । କେବେ ବି ସେମାନଙ୍କ ଭୁଲକୁ ଦର୍ଶାଇ ପାରିବେନି ବାଙ୍ଗାଲୋର ସାଇବର କ୍ରାଇମ ପୁଲିସ ନିକଟରେ ପୋଷ୍ଟକାର୍ଡ ୱେବସାଇଟର ପ୍ରତିଷ୍ଠାତାଙ୍କ ବିରୁଦ୍ଧରେ ଏଫଆଇଆର ଫାଇଲ କରିଥିଲା ଯେ ପୋଷ୍ଟକାର୍ଡ ଏଆଇସିସି ପୂର୍ବ-ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ସୋସିଆଲ ମିଡ଼ିଆରେ ଅପମାନଜନକ ଲେଖୁଛି ବୋଲି। 

କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ କିଏ କଣ କହିଛନ୍ତି, ଜାଣନ୍ତୁ:
  • ସୋନିଆ ଗାନ୍ଧୀ: ମୋଦୀ ମୌତ କା ସୌଦାଗର’; ମୋଦୀ ଜହର କି ଖେତି ଇତ୍ୟାଦି॥
  • ରାହୁଲ ଗାନ୍ଧୀ: ମୋଦୀ ଜବାନୋଂ କେ ଖୁନ୍ କା ଦଳାଲ୍
  • ମଣି ଶଙ୍କର ଆଇୟର: ମୋଦୀ ଲହୁ ପୁରୁଷ, ପାଣି ପୁରୁଷ, ରାବଣ, ଅସତ୍ୟକା ସୌଦାଗର (ନଭେମ୍ବର ୨୦୧୨)।  ନୀଚ ବ୍ୟକ୍ତି ଲୋହି ପୁରୁଷ (ରକ୍ତ ମଣିଷ)
  • ସଲମାନ ଖୁରଶିଦ: ମୋଦୀ ‘impotent’ (କାପୁରୁଷ)
  • ଓମାର ଅବଦୁଲଲା: ମୋଦୀ ଇଜ ଗାଙ୍ଗୁ ତେଲି
  • ମନୀଷ ତିଵାରୀ: ପିଏମ ମୋଦୀ ଇଜ ଭାଇରସ
  • ଏହା ବ୍ୟତୀତ କଂଗ୍ରେସ ଆଇଟି ସେଲ ମୁଖ୍ୟ ରମ୍ୟା/ଦିବ୍ୟା ସ୍ପନ୍ଦନା କହିଛି: ପିଏମ ଚୋର ହେ’, ଚୋର ପିଏମ ଚୁପ ହେ’, ଇତ୍ୟାଦି॥

ବର୍ତ୍ତମାନ ଆପଣଙ୍କୁ ନିର୍ଣ୍ଣୟ କରିବାକୁ ହେବ, ପ୍ରକୃତରେ କିଏ #abusers, #intolerant ଏବଂ #freedomofspeech କୁ ଅପବ୍ୟବହାର କରୁଛି।

Post a Comment

0 Comments