
ଗାନ୍ଧୀ ପରିବାର ଲୋକେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଗାଳିଗୁଲଜ କରିପାରିବେ, ଅପମାନ କରିପାରିବେ; ବିନା କୌଣସି ଆପତ୍ତିରେ । ଏଭଳି ବଳ, ଅବଦାନ ଆମ ଦେଶରେ ମିଡ଼ିଆଗୋଷ୍ଠୀ ତାଙ୍କୁ ଦେଇଛନ୍ତି ।
ଜଣେ ମିଡ଼ିଆ କେବେ ବି ଗାନ୍ଧୀ ପରିବାରକୁ ପ୍ରଶ୍ନ କରିପାରିବେନି । କେବେ ବି ସେମାନଙ୍କ
ଭୁଲକୁ ଦର୍ଶାଇ ପାରିବେନି । ବାଙ୍ଗାଲୋର ସାଇବର କ୍ରାଇମ ପୁଲିସ ନିକଟରେ ପୋଷ୍ଟକାର୍ଡ
ୱେବସାଇଟର ପ୍ରତିଷ୍ଠାତାଙ୍କ ବିରୁଦ୍ଧରେ ଏଫଆଇଆର ଫାଇଲ କରିଥିଲା ଯେ ପୋଷ୍ଟକାର୍ଡ ଏଆଇସିସି ପୂର୍ବ-ଅଧ୍ୟକ୍ଷ
ସୋନିଆ ଗାନ୍ଧୀ ଏବଂ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ସୋସିଆଲ ମିଡ଼ିଆରେ ଅପମାନଜନକ
ଲେଖୁଛି ବୋଲି।
http://english.varthabharati.in/karnataka/fir-against-postcard-news-founder-mahesh-vikram-hegde ଯାହାର ପରିଣାମ ଏଇଆ।
କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ କିଏ କଣ କହିଛନ୍ତି, ଜାଣନ୍ତୁ:
- ସୋନିଆ ଗାନ୍ଧୀ: ମୋଦୀ ‘ମୌତ କା ସୌଦାଗର’; ମୋଦୀ ‘ଜହର କି ଖେତି’ ଇତ୍ୟାଦି॥
- ରାହୁଲ ଗାନ୍ଧୀ: ମୋଦୀ ‘ଜବାନୋଂ କେ ଖୁନ୍ କା ଦଳାଲ୍’
- ମଣି ଶଙ୍କର ଆଇୟର: ମୋଦୀ ‘ଲହୁ ପୁରୁଷ, ପାଣି ପୁରୁଷ, ରାବଣ, ଅସତ୍ୟକା ସୌଦାଗର’ (ନଭେମ୍ବର ୨୦୧୨)। ‘ନୀଚ ବ୍ୟକ୍ତି’ ‘ଲୋହି ପୁରୁଷ (ରକ୍ତ ମଣିଷ)’
- ସଲମାନ ଖୁରଶିଦ: ମୋଦୀ ‘impotent’ (କାପୁରୁଷ)
- ଓମାର ଅବଦୁଲଲା: ‘ମୋଦୀ ଇଜ ଗାଙ୍ଗୁ ତେଲି’
- ମନୀଷ ତିଵାରୀ: ‘ପିଏମ ମୋଦୀ ଇଜ ଭାଇରସ’
- ଏହା ବ୍ୟତୀତ କଂଗ୍ରେସ ଆଇଟି ସେଲ ମୁଖ୍ୟ ରମ୍ୟା/ଦିବ୍ୟା ସ୍ପନ୍ଦନା କହିଛି: ‘ପିଏମ ଚୋର ହେ’, ‘ଚୋର ପିଏମ ଚୁପ ହେ’, ଇତ୍ୟାଦି॥
ବର୍ତ୍ତମାନ ଆପଣଙ୍କୁ ନିର୍ଣ୍ଣୟ କରିବାକୁ ହେବ, ପ୍ରକୃତରେ କିଏ
#abusers, #intolerant ଏବଂ #freedomofspeech କୁ ଅପବ୍ୟବହାର କରୁଛି।
0 Comments