ପ୍ରକାଶ ରାଜଙ୍କ ତିନି-ତିନିଟା ଭୋଟର କାର୍ଡ଼ !

ତେଲୁଗୁ, କନ୍ନଡ, ହିନ୍ଦୀ, ତାମିଲ ଚଳଚିତ୍ର ଅଭିନେତା ପ୍ରକାଶ ରାଜ ନିଜର ହିନ୍ଦୁବିରୋଧୀ ମନ୍ତବ୍ୟ ଏବଂ ସହରୀ ନକ୍ସଲଙ୍କ ସପକ୍ଷରେ ମନ୍ତବ୍ୟ ରଖି ପୂର୍ବରୁ ସମାଲୋଚନାର ଭାଗୀଦାର ହୋଇଛନ୍ତିହେଲେ ନିକଟରେ ଏକ କନ୍ନଡ ନିଉଜ ଚାନେଲରେ ତାଙ୍କର ଗୋଟେ ନାହିଁ ଦିଟା ନାହିଁ, ତିନି-ତିନିଟା ଭୋଟରକାର୍ଡ଼ ଥିବାର ପ୍ରମାଣ ଦେଖାଇଛି । ଯାହା ସଂପୂର୍ଣ୍ଣ ରୂପେ ସତ୍ୟ ବି ଅଟେ । ତିନୋଟିରୁ ଦୁଇଟି ତାମିଲନାଡୁର ଥିବାବେଳେ ଅନ୍ୟଟି ତେଲାଙ୍ଗାନା ରାଜ୍ୟର ଅଟେ

ଭାରତୀୟ ସମ୍ବିଧାନର ତଥା ୧୯୫୧ ପିଙ୍ଗଳ ଧାରା ଅନୁସାରେ ଗୋଟିଏରୁ ଅଧିକ ଭୋଟରକାର୍ଡ଼ ରଖିବା ଏକ ଦଣ୍ଡନୀୟ ଅପରାଧ । ଜଗନ କୁମାର ଏବଂ ସତୀଶଙ୍କ ନାମ୍ନୀ ଦୁଇବ୍ୟକ୍ତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଦରଖାସ୍ତ ଦେଇଛନ୍ତି ଏବଂ ଅତିଶୀଘ୍ର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ।



Post a Comment

0 Comments