ତେଲୁଗୁ, କନ୍ନଡ, ହିନ୍ଦୀ, ତାମିଲ
ଚଳଚିତ୍ର ଅଭିନେତା ପ୍ରକାଶ ରାଜ ନିଜର ହିନ୍ଦୁବିରୋଧୀ ମନ୍ତବ୍ୟ ଏବଂ ସହରୀ ନକ୍ସଲଙ୍କ ସପକ୍ଷରେ ମନ୍ତବ୍ୟ
ରଖି ପୂର୍ବରୁ ସମାଲୋଚନାର ଭାଗୀଦାର ହୋଇଛନ୍ତି। ହେଲେ ନିକଟରେ ଏକ କନ୍ନଡ ନିଉଜ ଚାନେଲରେ ତାଙ୍କର ଗୋଟେ ନାହିଁ ଦିଟା ନାହିଁ, ତିନି-ତିନିଟା ଭୋଟରକାର୍ଡ଼ ଥିବାର ପ୍ରମାଣ ଦେଖାଇଛି । ଯାହା ସଂପୂର୍ଣ୍ଣ ରୂପେ ସତ୍ୟ
ବି ଅଟେ । ତିନୋଟିରୁ ଦୁଇଟି ତାମିଲନାଡୁର ଥିବାବେଳେ ଅନ୍ୟଟି ତେଲାଙ୍ଗାନା ରାଜ୍ୟର ଅଟେ ।
ଭାରତୀୟ ସମ୍ବିଧାନର ତଥା ୧୯୫୧ ପିଙ୍ଗଳ ଧାରା ଅନୁସାରେ ଗୋଟିଏରୁ ଅଧିକ
ଭୋଟରକାର୍ଡ଼ ରଖିବା ଏକ ଦଣ୍ଡନୀୟ ଅପରାଧ । ଜଗନ କୁମାର ଏବଂ ସତୀଶଙ୍କ ନାମ୍ନୀ ଦୁଇବ୍ୟକ୍ତି ମୁଖ୍ୟ
ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଦରଖାସ୍ତ ଦେଇଛନ୍ତି ଏବଂ ଅତିଶୀଘ୍ର ଦଣ୍ଡବିଧାନ ପାଇଁ ଦାବି
କରିଛନ୍ତି ।
0 Comments