ବ୍ରହ୍ମପୁର ୧। ୧। ୧୯ : ମା' ବାରାହୀ ଦିବ୍ୟ ଚେତନା ସଂଘର ମୁଖପତ୍ର
ଆଧ୍ୟାତ୍ମିକ ଚେତନାଧର୍ମୀ ତ୍ରୟମାସିକ ପତ୍ରିକା ‘ବୈତରଣୀ’ର ନବବର୍ଷ ସଂଖ୍ୟା ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହରେ ସଂଘର ପ୍ରତିଷ୍ଠାତ ଗୁରୁ ଶ୍ରୀ ଗୌରୀଶଙ୍କର
ପାଢୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ ଗୁରୁଜୀ ନବବର୍ଷର ଶୁଭେଚ୍ଛା ପ୍ରଦାନ କରିବା ସହ ଆଧ୍ୟାତ୍ମିକ
ବାର୍ତ୍ତା ପ୍ରଦାନ କରିଥିଲେ । ସ୍ଵର୍ଣ୍ଣପ୍ରଭା ପାଢୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା
ବେଳେ ଡ଼ା ସୂର୍ଯ୍ୟନାରାୟଣ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁଧୀରକାନ୍ତ ବେହେରା ଓ ସହଯୋଗୀ
ଭଜନ ପରିବେଷଣ ଏବଂ ଅଧ୍ୟାପିକା ନଲିନୀପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments