ସର୍ବପ୍ରଥମେ ବ୍ରହ୍ମପୁରର ବିଜେଡି ପ୍ରାର୍ଥୀ ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ
ଚ୍ୟାୟୁ ପଟ୍ଟନାୟକ ଓ ଶ୍ରୀ ସୁବାସ ମହାରଣାଙ୍କ ସହ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାପରେ ଆମ୍ବେଦକର ନାସନାଲ କଂଗ୍ରେସ, ସ୍ଵାଧୀନ
ପ୍ରାର୍ଥୀ ଶ୍ରୀ ପ୍ରଦ୍ୟୁମ୍ନ ଚନ୍ଦ୍ର ସାହୁ, ଗୋପାଳପୁରର ସ୍ଵାଧୀନ ପ୍ରାର୍ଥୀ
ଶ୍ରୀ ଦୁର୍ଯୋଧନ ରେଡ୍ଡୀ, ଦିଗପହଣ୍ଡିର ସ୍ଵାଧିନ ପ୍ରାର୍ଥୀ ଶ୍ରୀ ଉତ୍ତମ
କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଜେଡି ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟନାରାୟଣ
ପାତ୍ର, ବ୍ରହ୍ମପୁର ବିଜେପି ପ୍ରାର୍ଥୀ ଶ୍ରୀ କାହ୍ନୁ ପତି, ବ୍ରହ୍ମପୁର କଂଗ୍ରେସ ପ୍ରାର୍ଥୀ ଶ୍ରୀ ଲିଙ୍ଗରାଜ ଚୌଧୁରୀ, ସାନଖେମୁଣ୍ଡି
କଂଗ୍ରେସ ପ୍ରାର୍ଥୀ ଶ୍ରୀ ରମେଶ ଜେନା, ଗୋପାଳପୁର ବିଜେଡି ପ୍ରାର୍ଥୀ ଶ୍ରୀ
ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡି ବିଜେପି ପ୍ରାର୍ଥୀ ଶ୍ରୀମତୀ ପିଙ୍କି
ପ୍ରଧାନ, ଗୋପାଳପୁର ବିଜେପି ପ୍ରାର୍ଥୀ ଶ୍ରୀ ବିଭୁତି ଭୂଷଣ ଜେନା, ଓ ଅନ୍ୟମାନେ ନିଜ ନିଜର ପ୍ରାର୍ଥୀପତ୍ର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି
।
0 Comments