ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସମ୍ପେଇଠାରେ
ମା ତାରିଣୀ ଯୂଥ କ୍ଲବ ତରଫରୁ ଅନୁଷ୍ଠିତ ସାର୍ବଜନୀନ ଦୋଳ ଯୁବ ମହୋତ୍ସବର 2ୟ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମହୋତ୍ସବ କମିଟିର ସଭାପତି ଇଂରାଜେଶ ମାହାକୁଡ ସଭାପତିତ୍ଵ କରିଥିଲେ
। ଏଥିରେ ମୁଖ୍ୟ
ଅତିଥିଭାବେ ଚଳଚିତ୍ର ଜଗତର ଗୋପାଳ ବିଶ୍ଵାଳ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କମିଟିର ସମ୍ପାଦକ ମନୋରଞ୍ଜନ ଜେନା, ତପନ କୁମାର ମିଶ୍ର ଓ ସସ୍ମିତା ଜେନା ପ୍ରମୁକ ମଞ୍ଚାସୀନ ଥିଲେ ।
ଏ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା
ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।
0 Comments