ଖଇରା ବ୍ଲକ ସମ୍ପେଇଠାରେ ସାର୍ବଜନୀନ ଦୋଳ ଯୁବ ମହୋତ୍ସବ ଆରମ୍ଭ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସମ୍ପେଇଠାରେ ମା ତାରିଣୀ ଯୂଥ କ୍ଲବ ତରଫରୁ ଅନୁଷ୍ଠିତ ସାର୍ବଜନୀନ ଦୋଳ ଯୁବ ମହୋତ୍ସବର 2ୟ ଦିନ ଅନୁଷ୍ଠିତ ହୋଇଯାଇଛିଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମହୋତ୍ସବ କମିଟିର ସଭାପତି ଇଂରାଜେଶ ମାହାକୁଡ ସଭାପତିତ୍ଵ କରିଥିଲେ ଏଥିରେ ମୁଖ୍ୟ ଅତିଥିଭାବେ ଚଳଚିତ୍ର ଜଗତର ଗୋପାଳ ବିଶ୍ଵାଳ ଯୋଗଦେଇଥିଲେ ସମ୍ମାନିତ ଅତିଥି ଭାବେ କମିଟିର ସମ୍ପାଦକ ମନୋରଞ୍ଜନ ଜେନା, ତପନ କୁମାର ମିଶ୍ର ଓ ସସ୍ମିତା ଜେନା ପ୍ରମୁକ ମଞ୍ଚାସୀନ ଥିଲେ

ଏ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା

Post a Comment

0 Comments