ଖଇରା: ବାଲେଶ୍ଵର ଜିଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ତରଫରୁ ୨ୟ ଥର ପାଇଁ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଧାୟକ ପ୍ରାର୍ଥୀ ଭାବରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସିମୁଳିଆ ସ୍ଥିତ ନିଜ ବାସଭବନରୁ ପୂଜାପାଠସଋ ପିତା ସ୍ଵର୍ଗତ ପର୍ଶୁରାମ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନିଜ ମା'ଙ୍କ ଆଶୀର୍ବାଦ ନେଇ ହଜାର ହଜାର ଦଳୀୟ କର୍ମୀମାନଙ୍କ ସହିତ ବିରାଟ ପଟୁଆରରେ ଉପଜିଲ୍ଲାପାଳ କାର୍ଯ୍ୟ।ଳୟକୁ ଯାଇଥିଲେ ।
ପ୍ରକାଶ ଥାଉକି ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ଓ ଖଇରା ୨ଟି ବ୍ଲକକୁ ନେଇ ଗଠିତ ।
0 Comments