ବ୍ରହ୍ମପୁର, ୪।୪।୨୦୧୯: ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରାର ଆଜି ଷଷ୍ଠଦିବସରେ ଘଟ ପରିକ୍ରମା ହୋଇସାରିଛି । ମାଁଙ୍କ ଘଟ ପରିକ୍ରମା ଅସ୍ଥାୟୀ ମନ୍ଦିରରୁ ପ୍ରାରମ୍ଭ ହୋଇ ରାଜବାଟୀ ହୋଇ ରଜାଗୁର୍ଜୀ, ବଡ ବଜାର, ଖାଷ୍ପା ସାହି, ମାଉସୀ ମା ମନ୍ଦିର ସାହି, ନୃସିଂହ ମନ୍ଦିର ସାହି, କେଉଟ ସାହି, ଚନ୍ଦ୍ରଶେଖର ସାହି, ଶଙ୍ଖାରୀ ସାହି, ଜେମାଦେଇ ସାହି, ପୁରୁଣା ବ୍ରହ୍ମପୁର ଆଦି ହୋଇ ପୁଣି ଖାଷ୍ପା ସାହି ଓ ନଡିଆ ବଜାର ହୋଇ ଅସ୍ଥାୟୀ ମନ୍ଦିରକୁ ଫେରିଥିଲା ।
0 Comments