ବସୁଧା କମ୍ପୁଟର ପ୍ରକାଶନଦ୍ୱାରା 'ଅମୃତମୟ ବ୍ରହ୍ମଜ୍ଞାନ ଓ ଗୀତାଜ୍ଞାନ' ଏବଂ 'ଥାଙ୍କ ୟୁ ୟୁନିଭେର୍ସ' ପୁସ୍ତକ ଲୋକାର୍ପଣ l

ବ୍ରହ୍ମପୁର, 16/07: ଶ୍ରୀମାଁ ବାରାହୀ ଦିବ୍ୟଚେତନା ପରିବାର ତରଫରୁ ଆୟୋଜିତ ଗୁରୁପୂର୍ଣ୍ଣିମା ଓ ବୈତରଣୀ ବାର୍ଷିକ ଉତ୍ସବରେ ବସୁଧା କମ୍ପୁଟର ଦ୍ୱାରା ପ୍ରକାଶିତ ପଣ୍ଡିତ ଶ୍ରୀ ଗୌରୀଶଙ୍କର ପାଢ଼ୀଙ୍କ 'ଅମୃତମୟ ବ୍ରହ୍ମଜ୍ଞାନ ଓ ଗୀତାଜ୍ଞାନ' ଏବଂ ଡ଼ଃ ଦିଲୀପ କୁମାର ମିଶ୍ରଙ୍କୁ 'ଥାଙ୍କ ୟୁ ୟୁନିଭେର୍ସ' ପୁସ୍ତକଦ୍ବୟ ଉନ୍ମୋଚନ ହୋଇଯାଇଛି l ଉକ୍ତ ପୁସ୍ତକଦ୍ୱୟ ଖୁବ ଶୀଘ୍ର ସମସ୍ତ ପୁସ୍ତକଦୋକାନ ଏବଂ ଆମଜାନ ଅନଲାଇନରେ ମଧ୍ୟ ଉପଲବ୍ଧ ହେବବୋଲି ବସୁଧା କମ୍ପୁଟର ପ୍ରତିଷ୍ଠାତା ଶ୍ରୀ ନରେଶ କୁମାର ବେହେରା କହିଛନ୍ତି l

Post a Comment

0 Comments