
Ganjam SP Brijesh Rai also announced that many #Covid19 recovered police personnel were keen to donate their plasma for treatment of other patients.
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କ ଘୋଷଣା କ୍ରମେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କଟକରୁ ୬ଟି ପ୍ଲାଜମା ବ୍ରହ୍ମପୁରରେ ପହଞ୍ଚିବା ପରେ ଏମକେସିଜି ମେଡିକାଲ୍ କଲେଜରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। #OdishaCares pic.twitter.com/eOgUUwmL0U— I & PR Department, Odisha (@IPR_Odisha) July 21, 2020
0 Comments