କ୍ଷୁଦ୍ର ଚଳଚ୍ଚିତ୍ର ଅଭିଳାଷକୁ ଭୋଟ୍ ପାଇଁ ନିବେଦନ କଲେ ଗଞ୍ଜାମ ଜିଲ୍ଲାପାଳ


ଗଞ୍ଜାମ ଜିଲ୍ଲାପାଳ 'ଅଭିଳାଷ'ର ଭୋଟପାଇଁ ଦେଶବାସୀଙ୍କୁ କରିଲେ ଆବେଦନ digital ମାଧ୍ୟମରେ। ହିଞ୍ଜିଳିକାଟୁର ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରର ଚଳଚ୍ଚିତ୍ର ଅଭିଳାଷ କୋରୋନା ସଚେତନତା ଉପରେ କୋରୋନା ସମୟରେ ପ୍ରସ୍ତୁତ କରାଯାଇଥିଲା। ଏହା ବହୁତ ଜାତୀୟ ଏବଂ ଆନ୍ତର୍ଜାତିକ ପୁରସ୍କାର  ହାତେଇବା ପରେ We Film Good Lockdown Association With Cannes International Film Festival ର ଶେଷ ପର୍ଯ୍ୟାୟରେ ପହଞ୍ଚି ପାରିଛି। ଗଞ୍ଜାମ ମାଟି ପାଇଁ ଗର୍ବିତ କରିବା ପାଇଁ ଦେଶବାସୀଙ୍କୁ ଭୋଟର ଆବେଦନ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶକ Krishna Dk ଦେଇଥିବା ବେଳେ ଅଭିନୟ T.Shivaji Das କରିଥିଲେ। ଅଭିଳାଷର ଭୋଟିଂ ପାଇଁ Ollyweed ଜଗତର ଅନେକ ବରିଷ୍ଠ କଳାକାର ମଧ୍ୟ ଆବେଦନ କରିଥିଲେ।



Post a Comment

0 Comments