ନୂଆବର୍ଷ 2021ରେ ଗୁରୁ ଶ୍ରୀ ଗୌରୀ ଶଙ୍କର ପାଢ଼ୀଙ୍କ ଜନ୍ମଦିବସ ପାଳନ ଓ ସୁଧାଂଜଳି ମିଶ୍ରଙ୍କ ଗୀତି କବିତା "ପ୍ରୀତିସୁଧା' ଉନ୍ମୋଚନ


ବ୍ରହ୍ମପୁର 01/01: ସ୍ଥାନୀୟ ମା ବାରାହୀ ଦିବ୍ୟଚେତନା ପରିଷଦଠାରେ ଆଧ୍ୟାତ୍ମିକ ପତ୍ରିକା ବୈତରଣୀର ପ୍ରତିଷ୍ଠାତା ଗୁରୁ ଶ୍ରୀ ଗୌରୀଶଙ୍କର ପାଢ଼ୀଙ୍କ ଜନ୍ମଦିବସ ପାଳନ କରାଯାଇଥିଲା l ଏହି ଅବସରରେ କବି ସୁଧାଂଜଳି ମିଶ୍ରଙ୍କ ଗୀତି କବିତା ସଂକଳନ 'ପ୍ରୀତିସୁଧା' ଉନ୍ମୋଚନ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଭଗବାନ ତ୍ରିପାଠୀ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ବନ୍ଦନା ମହାପାତ୍ର, ବି ସତ୍ୟମ ଆଛାରୀ, ପଦ୍ମିନୀ ମିଶ୍ର, କମଳାକାନ୍ତ ନାୟକ, ଅମରେଶ୍ବର ସାହୁ, କପିଳ ମହାନ୍ତି, ଇଂ ପ୍ରଫୁଲ୍ଲ ତ୍ରିପାଠୀ, ଭବାନୀ ଓ ବହୁ ଭକ୍ତଗଣ ଓ ସାହିତ୍ୟିକମାନେ  ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବୈତରଣୀ ପତ୍ରିକାର ସହ-ସମ୍ପାଦକ ନରେଶ କୁମାର ବେହେରା l



Post a Comment

0 Comments