ଦୈଵଜ୍ଞ ବ୍ରାହ୍ମଣ ସଭା ଆୟୋଜିତ

ବ୍ରହ୍ମପୁର ଅନ୍ତର୍ଗତ ଶ୍ରୀ ଶ୍ରୀ ଶ୍ରୀ ନୀଳ କଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦୈଵଜ୍ଞ ବ୍ରାହ୍ମଣ ସମିତି ଗଞ୍ଜାମ ଦ୍ଵାରା ଗୋଟିଏ ସାଧାରଣ ବୈଠକ ଅଧିବେଶନ ହୋଇ ବ୍ରାହ୍ମଣ ଜାତିର ଉନ୍ନତି ଓ ଯୁବ ସମାଜଙ୍କୁ ପୁରୋହିତ କର୍ମକାଣ୍ଡ ଏବଂ, ଜ୍ୟୋତିଷ ଶାସ୍ତ୍ର ଆଦି ସ୍ବସ୍ତି କର୍ମର ମୌଳିକତା ଶିକ୍ଷାଦେବା ନିମନ୍ତେ ବିଚାର କରାଗଲା l

ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭାପତି ଶ୍ରୀ ସନ୍ତୋଷ ମିଶ୍ର, ସମାନନୀୟ  ଅତିଥି, ଶ୍ରୀ ମାନସ ନନ୍ଦ, ପୂର୍ଣ୍ଣ ଚନ୍ଦ୍ର ନାୟକ, କୁମୁଦ ରଞ୍ଜନ ନାୟକ ଜିଲ୍ଲାସଭାପତି ଶ୍ରୀ ଗଣପତି ଭଟ୍ଟ, ସମ୍ପାଦକ ଜ୍ୟୋତିର୍ବିଦ ଶ୍ରୀ ସିମାଞ୍ଚଳ ପଣ୍ଡିତ, କାର୍ଯ୍ୟକାରୀ ସଭାପତି ପୁରୋହିତ ଶ୍ରୀ ଭବାନୀ ଶଙ୍କର ପଣ୍ଡିତ, ଉପ ସଭାପତି ସାମ୍ବାଦିକ ଶ୍ରୀ ରାଜେନ୍ଦ୍ର ପଣ୍ଡିତ, ଏବଂ ଶ୍ରୀ ଅଜୟ କୁମାର ପଣ୍ଡିତ, ସହ ସମ୍ପାଦକ ପୁରୋହିତ ଶ୍ରୀ ନିତ୍ୟାନନ୍ଦ ପଣ୍ଡିତ, ଯୁଗ୍ମ ସମ୍ପାଦକ ଶ୍ରୀ ଅଲେଖ ପଣ୍ଡିତ, ସାଙ୍ଗଠନିକ ସମ୍ପାଦକ ପୁରୋହିତ ଶ୍ରୀ ରାଜୀବ ଲୋଚନ ପଣ୍ଡିତ, କୋଷାଧକ୍ଷ ଶ୍ରୀ ନବୀନ ପଣ୍ଡିତ (ଆଇନ ବୁଦ୍ଧିଜୀବି ) ଲୋକ ସମ୍ପର୍କ ସମ୍ପାଦକ ଶ୍ରୀ ଶଙ୍କର ମହାପାତ୍ର, ସମୀକ୍ଷକ ଶ୍ରୀ ପ୍ରଦୀପ ପଣ୍ଡିତ (ଆଇନ ବୁଦ୍ଧିଜୀବି ) ସମେତ ଉପଦେଷ୍ଟା ମଣ୍ଡଳୀ ତଥା ସୁବାଷ ଚନ୍ଦ୍ର ଭଟ୍ଟ, ବିପ୍ର ଚରଣ ପଣ୍ଡିତ, ବିପିନ କୁମାର ଦାଶ, ମଥୁରା ପଣ୍ଡିତ, ବାୟା ଦାଶ, ପ୍ରଫୁଲ୍ଲ କୁମାର ପଣ୍ଡିତ, ରଘୁନାଥ ପଣ୍ଡିତ ଏବଂ ବ୍ରାହ୍ମଣ ଜାତିର ଅନ୍ୟାନ୍ୟ ସଭ୍ୟ ମାନଙ୍କ  ମିଳିତ ଉଦ୍ୟମ ଦ୍ୱାରା  ସଭାଟିକୁ ସମାଜ ଟସେବୀ ଶ୍ରୀ ରାଜେନ୍ଦ୍ର ଦାଶଙ୍କ ପୌରହିତ୍ୟରେ ସୁଚାରୁ ରୂପେ ପରିଚାଳନା ହୋଇଥିଲା  l

Post a Comment

0 Comments