BOOKS

Thank You Universe

Author: Dr. Dillip Mishra
About Author: Ex-Indian Navy, Motivational Speaker, LOA Coach, Clinical Hypnotherapist, Distant Healer
About Book: This book is going to give you simple and easy ideas to manifest your desires. After practicing and understanding these principles, I hope everyone in this universe can lead a happy, healthy and wealth life, which is our birthright and Universe always ready to give you what you ask for.
Published by: Basudha Computer, Berhampur, Ganjam, Odisha
ISBN: 9788194015017
MRP: INR 189.00


===========================

Amrutamaya BrahmaGyana O GitaGyana (Odia Spiritual)  (ଅମୃତମୟ ବ୍ରହ୍ମଜ୍ଞାନ ଓ ଗୀତାଜ୍ଞାନ)

Author: Pandit Sri Gouri Shankar Padhy ପଣ୍ଡିତ ଗୌରୀଶଙ୍କର ପାଢୀ
About Author: Raj Purohit, Vedic Scholar, Researcher, Astrologer and Writer (ରାଜପୁରୋହିତ, ଗବେଷକ, ଦିଗଦର୍ଶକ, ପଣ୍ଡିତ, ପ୍ରବଚକ ଏବଂ ଜ୍ୟୋତିଷ)
About Book: ଶ୍ରୀମଦ ଭଗବତ୍ ଗୀତା ଏକ ସ୍ମୃତି ଶାସ୍ତ୍ର। ଧର୍ମର ସ୍ୱରୂପ ନିରୂପଣରେ ଶ୍ରୁତି ପ୍ରି ସ୍ମୃତିର ମଧ୍ୟ ପ୍ରାମାଣ୍ୟ ସ୍ଵୀକୃତ । ଗୀତା ଶାସ୍ତ୍ର ଶ୍ରୁତିର ପ୍ରାମାଣ୍ୟ ଉପରେ ପ୍ରତିଷ୍ଠିତ । ଶ୍ରୀ ଶଙ୍କର, ଶ୍ରୀ ରାମାନୁଜ ଆଦି ପ୍ରାଚୀନ ଆର୍ଯ୍ୟମାନେ ଶାସ୍ତ୍ର `ଓ ଗୁରୁଶିଷ୍ୟ ପରମ୍ପରାକୁ ଅବିଚ୍ଛନ୍ନ ରଖିବା ପାଇଁ ଗୀତାର ପ୍ରାମାଣିକ ଭାଷୀ ରଚନା କରିଛନ୍ତି ।  ଅନୁଭବ ଓ ପାରମ୍ପରିକ ବିଚାର ଦୃଷ୍ଟିରୁ ଭାଷୀମାନଙ୍କରେ ଭେଦ ରହିବା ସ୍ଵାଭାବିକ । ଏହା ଶାସ୍ତ୍ରର ସ୍ଵାଗତ ଭେଦ । ଏହି ଭେଦ ପ୍ରବାହ – ଶୀଳା ସଂସ୍କୃତିକୁ ନଷ୍ଟ କରେ ନାହିଁ, ବରଂ ପରିପୃଷ୍ଟ କରେ ।
ପଣ୍ଡିତ ପାଢୀଙ୍କ ଆଲୋଚନାର ବିଶେଷତ୍ଵ ହେଉଛି ଏହାର ତୁଳନାତ୍ମକ ଓ ବିଶ୍ଲେଷଣାତ୍ମକ ବିଭବ ତଥା ଆଲୋଚନାରେ ବକ୍ତବ୍ୟର ସ୍ପଷ୍ଟ ଉଚ୍ଚାରଣ । ତାହା ଦର୍ଶାଇଛନ୍ତି ଜଣେ ଗବେଷକ ଭାବରେ । ଗ୍ରନ୍ଥର ଆଲୋଚନା କଲାବେଳେ, ଆଲୋଚକଙ୍କ ପାଣ୍ଡିତ୍ୟ ଏବଂ ମୌଳିକତାକୁ ଦ୍ଵିଧାହୀନ ଭାବେ ସ୍ଵୀକାର କରିବାକୁ ପଡିବ । ଅମୃତମୟ ବ୍ରହ୍ମଜ୍ଞାନ ଓ ଗୀତାଜ୍ଞାନ ପୁସ୍ତକରେ ଗୀତାକୁ ଏକ ନୂତନତାରେ ଅଳଙ୍କୃତ କରିଛନ୍ତି ।
Published by: Basudha Computer, Berhampur, Ganjam, Odisha
ISBN: 9788194015024
MRP: INR 399.00


===========================

Practical English Grammar and Composition

Author: R. N. Panda
About Author: The writer Mr. Rabindra Nath Panda belongs to village Jagannathpur, Ganjam. Graduated from KSUB College, Bhanjanagar he did M.A. English from Berhampur University. His poems and stories got awards at school, college and university level. He served in Kendriya Vidyalaya Sangathan for 28yrs and after retiring he wrote this book where he has simplified the complex grammar rules. The book is self-explanatory. The appreciation letter he got from KVS and Ms. Smriti Irani, the then Education Minister, Govt. of India speaks about his sincerity and devotion to duty. 
About Book: A Comprehensive  course for Secondary and Higher Secondary Classes
Published by: Basudha Computer, Berhampur, Ganjam, Odisha
ISBN: 9788194015055
MRP: INR 99.00


============================

Odisha Files - Bilingual (Eng-Odi) Monthly Magazine ଓଡ଼ିଶା ଫାଇଲ୍ସ ଦ୍ଵିଭାଷୀ ମାସିକ ପତ୍ରିକା

Editor: Naresh Kumar Behera । ସମ୍ପାଦକ : ନରେଶ କୁମାର ବେହେରା 
Published by: Basudha Computer, Berhampur, Ganjam, Odisha
MRP: INR 60.00 ମୂଲ୍ୟ: ଷାଠିଏ ଟଙ୍କା (୬୦/-)

Subscription Types:


=============================

Jhumuku Jhuma (Children Story Anthology) ଝୁମୁକୁ ଝୁମା (ଶିଶୁ ଓ କିଶୋର ଗଳ୍ପ ସଂକଳନ)

Author: Bidushi Lopa Samal ଲେଖିକା ବିଦୁଷୀ ଲୋପା ସାମଲ, ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ପ୍ରତିଷ୍ଠାତା ଓ ସମ୍ପାଦିକା "ଅମୃତଧାରା ଶିଶୁ ସାହିତ୍ୟ ପ୍ରତିଷ୍ଠାନ" ଅନ୍ୟାନ୍ୟ ପୁସ୍ତକ : ଝୁମ୍ପା, ଝୁଲଣା, ଝୁମୁକାବାଲା 
ଏହି ପୁସ୍ତକରେ ଶିଶୁଙ୍କ ମାନସିକତାକୁ ଆକ୍ରୁଷ୍ଟ କରିବାପରି ଅନେକ ଉପାଦାନ ରହିଛି । ପୁସ୍ତକରେ ସନ୍ନିବେଶିତ ଗଳ୍ପଗୁଡିକ ନୀତି, ନୈତିକତା, ବୁଦ୍ଧି, କୌଶଳତା ଇତ୍ୟାଦି ବିଭିନ୍ନ ବିଷୟବସ୍ତୁ ଉପରେ ଲେଖା ଯାଇଛି । ପ୍ରତିଗଳ୍ପ ଶେଷରେ ବାର୍ତ୍ତା ରହିଛି । ପିଲାମାନେ ପଢି ନିଶ୍ଚୟ ପ୍ରଭାବିତ ହେବେ ।
Publisher: Basudha Computer, Berhampur, Ganjam ପ୍ରକାଶକ - ବସୁଧା କମ୍ପୁଟର, ବ୍ରହ୍ମପୁର, ଗଞ୍ଜାମ
ISBN: 9788194015031
MRP - INR 72.00  ବିକ୍ରୟ ମୂଲ୍ୟ - ୭୨/- ଟଙ୍କା





Post a Comment

0 Comments